//BREAKING//
Loading...

ଆସିକା ସବଡିଭିଜନ୍ ହସପିଟାଲ ମରାମତି ଓ ପୁନଃ ଉନ୍ନତି

ଆସିକା ୯/୬-ନିପ୍ର ଆସିକା ସବଡିଭିଜନ୍ ହସପିଟାଲ ମରାମତି ଓ ପୁନଃ ଉନ୍ନତି କରଣ ପାଇଁ ଆମ ଡାକ୍ତର ଖାନା ୫ଟି ରୁପାନ୍ତରିକରଣ ଯୋଜନା ରେ ଏକ କୋଟି ତେଷଠି ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ କାରି ହେବ। ଏଥିପାଇ ଆଜି ମେଡିକେଲ ଠାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟୀକା ମଞ୍ଜୁଳା ସ୍ବାଇଁ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜୁଜନତା ଦଳର ଜିଲ୍ଲା ଉପସଭାପତି ଦିଲ୍ଲୀପ ପାଣିଗ୍ରାହୀ, ଗଞ୍ଜାମ ଜୋନ ସଭାପତି ନଚିକେତ ସ୍ବାଇଁ, ଜିଲ୍ଲା ବିଜେଡି ନେତା ଅଭିମନ୍ୟୁ ନାହକ, ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ, ଆସିକା ବ୍ଲକ ଉପାଧକ୍ଷ ଏ.ରେସମା ଦୋରା, ଆସିକା ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଯୁବ ନେତା ସନ୍ତୋଷ ପୋଲାଇ, ଜିଲ୍ଲା ପରିଷଦ ଜୋନ ୨ ଅନିମା ପରିଡା ପ୍ରମୁଖ ଯୋଗ ଦେବା ସହ ବ୍ଲକର ବହୁ ସରପଞ୍ଚ, ସମିତି ଓ ଏନଏସି କାଉନସିଲର,ପୂର୍ତ୍ତ ବିଭାଗ ପକ୍ଷରୁ ଏସଡିଓ ଅମିୟ କୁମାର ମିଶ୍ର କନିଷ୍ଠ ଯନ୍ତ୍ରୀ, ଚିରଞ୍ଜିବି ସାହୁ, ଠିକାଦାର ବୁଲୁ ପାତ୍ର, ଏହି କାର୍ଯ୍ୟଯୁଦ୍ଧ କାଳିନ ଭିତ୍ତିିରେ କାର୍ଯ୍ୟକରିହେବ । ଏହି ମେଡିକେଲ ୧୯୪୮ ରେ ପ୍ରତିଷ୍ଠା ହୋଇ ୧୯୭୦ ମସିହାରେ ନୂତନ କୋଠା ନିର୍ମାଣ ହୋଇଥିଲା।
[

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe