//BREAKING//
Loading...

ଯୁବ ସାମ୍ବାଦିକ ଙ୍କ ମାତୃ ବିୟୋଗ!! ଅଞ୍ଚଳ ରେ ଶୋକର ଛାୟା

ଆସିକା 09/06-ନିପ୍ର -ଆସିକା ଯୁବ ସାମ୍ବାଦିକ ଙ୍କ ମାତୃ ବିୟୋଗ ରେ ଆସିକା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି l ଯୁବ ସାମ୍ବାଦିକ ମନୋଜ କୁମାର ନାୟକ ଓ ଓଡିଶା ଏକ୍ସପ୍ରେସ ର ସାମ୍ୱାଦିକ ପୁଷ୍ପାଞ୍ଜଳି ନାୟକଙ୍କ ମା ସୁପ୍ରଭା ଦେବୀ ବୟସ 64 ଙ୍କ ତାଙ୍କ ଆସିକା ସୁନାମ୍ବ ସାହି ସ୍ଥିତ ବାସ ଭବନ ଠାରେ ଭୋର 4 ସମୟରେ ମୃତ୍ଯୁ ଘଟିଛିl ଏହି ଖବର ପ୍ରଚାରିତ ହେବା ପରେ ଆସିକା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ସାମ୍ବାଦିକ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ସେ ଜଣେ ପରୋପକାରୀ,ମିଷ୍ଠା ଭାଷୀ ଓ ମେଳାପୀ ମହିଳା ଥିଲେ l ଏହି ଶେଷ ଦର୍ଶନ ରେ ଆସିକା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ଅନିଲ କୁମାର ପାଣିଗ୍ରାହୀ,ସୁରେନ୍ଦ୍ର ସାହୁ, ନରେନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ମୁନି,ଜଗନ୍ନାଥ ସାହୁ, ମନୋଜ କୁମାର ସାହୁ, କମଳେନ୍ଦୁ ହୋତା, କମଳିନୀ ହୋତା, ଲୀନକୁମାରୀ ସ୍ୱାଇଁ,ଖିରୋଦ ଚନ୍ଦ୍ର ବେହେରା,ଶକ୍ତି ପ୍ରସାଦ କର,ରତ୍ନାକର ଶୀୟ, ପ୍ରମୁଖ ଉପସ୍ଥିତ ରହିଥିଲେ l ମର ଶରୀର କୁ ସାହି ପରିକ୍ରମା କରି ସାରିବା ପରେ ପବିତ୍ର ସୁନାମ୍ବ ସାହି ସ୍ଥିତ ଋଷିକୂଲ୍ୟା ଘାଟ ରେ ଅନ୍ତିମ ସଂସ୍କାର କରାଯାଇଥିଲା l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe