ବିଧାୟିକାଙ୍କ ଦ୍ଵାରା ଆୟୋଜିତ ଦଳୀୟ କାର୍ଯ୍ୟକ୍ରମକୁ ବାୟକଟ କଲେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧ୍ ଓ ବ୍ଲକ ଉପାଧ୍ୟକ୍ଷ । ଦଳରେ ଥାଇ ମଧ୍ଯ ଯେଉଁ କର୍ମୀମାନେ ଦୁରେଇ ଯାଉଛନ୍ତି ଆସ ସମସ୍ତେ ଏକଜୁଟ
ହେବା ବୋଲି ନିଜ ଅଭିଭାଷଣରେ ଅନୁରୋଧ କଲେ ଅ।ସିକ।ସମବାୟ ବ୍ୟାଙ୍କ ନିଃର ସଭାପତି ।କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ ଶିଆଳିଆ ପଞ୍ଚାୟତ କେ.ଖରିଡା ମଙ୍ଗଳା ମନ୍ଦିର ନିକଟରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ବିଜେଡିକର୍ମୀ ସମ୍ମିଳନୀରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି କର୍ମୀ ସମ୍ମିଳନୀ ପୂର୍ବତନ
ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥବା ବେଳେ ଆସିକା ସାଂସଦ ପ୍ରମିଳାବିଷୋଇ
ବିଧାୟିକା ମଜୋନ ସଭା ବ୍ଲକ ଅଧ୍ୟକ୍ଷା ଜିଲ୍ଲାପରିଷଦ ପ୍ରଧାନ, ଅରବନବ୍ୟାଙ୍କ ସଭାପତିସମେତ ନିର୍ବାଚନ କବିସୂର୍ଯ୍ୟନ ପଞ୍ଚାୟତ କେତୋଟି ପଞ୍ଚାୟତର ସାଂସଦ ପ୍ରମିଳା ବିଶୋଇ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ବିଜେଡିଜୋନ ସଭାପତି ନଚିକେତା ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ,ଜିଲ୍ଲାପରିଷଦ ସଭ୍ୟ ବଳରାମପ୍ରଧାନ, ଆସିକା ସମବୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ସାହୁ,ସମେତ କବି ସୂର୍ଯ୍ୟ ନ ଗ ର ନିର୍ବାଚନ ମଣ୍ଡଳୀରେ ଯାଉଥିବା
କବିସୂର୍ଯ୍ୟନଗର ବ୍ଲକର ୧୨ଟି
ପଞ୍ଚାୟତ ମଧ୍ୟରୁ କେବଳ କେତୋଟି ହାତଗଣତି ପଞ୍ଚାୟତର ସରପଞ୍ଚ, ସମିତି
ସଭ୍ୟ ଉପସ୍ଥିତ ରହିଥିବା ବେଳେ ଅର୍ଷା ପଞ୍ଚାୟତର ନିର୍ବାଚିତ ପ୍ରତି ନିଧ୍ ଓ ବ୍ଲକ ଉପାଧ୍ୟକ୍ଷ ଅନୁପସ୍ଥିତ ରହିଥିଲେ ସେହିଭଳି
ଏହି କର୍ମୀ ସମ୍ମିଳନୀ 1 ରେ ସିଆଳିଆ ପଞ୍ଚାୟତର ସରପଞ୍ଚ କିମ୍ବା ସମିତି ସଭ୍ୟ ଙ୍କ ଦେଖା ମିଳିନଥିଲା । ଆଗକୁ ସାଧାରଣ
ନିର୍ବାଚନ ପୂର୍ବରୁ ଏବେଠୁ ବିଜେଡିରେ ଦେଖାଦେଇଥ୍ ଦଳୀୟ କନ୍ଦଳ ଦଳ ପାଇଁ
କ୍ଷତିକାରକ ହେବ। ନେଇ ଆଲୋଚନା ହେଉଛି।