ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପାଖରେ ଥିବା କ୍ରୀଷ୍ଣା ନଗରରେ ଦଶା ମା କିନ୍ନର ସଂଘ ତରଫରୁ ମା ଦଶା ମାଙ୍କୁ ଏକ ବଡ଼ ପୂଜା ଆକାରରେ ଆୟୋଜିତ କରିଥିଲେ।ଏହି ପୂଜା ୧୭ ବର୍ଷ ହେଲା ପାଳିତ କରି ଆସୁଛନ୍ତି।ଏହା ଶ୍ରାବଣ ମାସ ଚିତୋଲାଗି ଅମାବାସ୍ୟା ଦିନ ଆରମ୍ଭ ହୋଇ ୧୦ ଦିନ ପଯ୍ୟନ୍ତ ଚାଲୁରହିଥାଏ। କିନ୍ନର ମହାସଂଘ ର ପ୍ରେସିଡେଣ୍ଟ ଜ୍ୟୋତି ଏହା ର ଆୟୋଜକ ଥିଲେ।ଯାହା କି ତାଙ୍କ ସଂଘ ରେ ପ୍ରାୟ ୩୨ଜଣ ସଦସ୍ୟ ରହିଛନ୍ତି।ଏହି ପୂଜା ରେ ମା ଙ୍କୁ ବିଭିନ୍ନ ପ୍ରକାର ପିଠାପଣା ଆଦି ଭୋଗ ପୂଜା କରାଯାଏ।ସେ କହିବା ଅନୁସାରେ ପୂଜା କଲେ ସେମାନଙ୍କର ଏବଂ ଲୋକ ମାନଙ୍କର ମନସ୍କlମନl ପୂର୍ଣ୍ଣ ହେଉଛିଓ ଯାହା ଯାଚିଥିବ ତାହା ହେଉଛି।ଏହି ଉପବାସ ୧୦ ଜଣ କରିଛନ୍ତି।ସେତିକି ମା ଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି। ବୁରୋ ଅଫ ସଂଘର୍ଷ ଟିଭି