//BREAKING//
Loading...

ଦାଦନ ଖଟିବାକୁ ଯାଇ ଉଜୁଡ଼ିଲା ୩ ପରିବାର


ଆସିକା-(ମନୋଜକୁମାରସାହୁ)ଗଞ୍ଜାମରେ ଥମିବାର ଜୀବନ ହରାଉଛନ୍ତି। ଏବେ ପୁଣି କମାଗଡ଼ ଗ୍ରାମର ଦିନେଶ ବେହେରା ନାଁ ନେଉନି ଦାଦନ ଦୁଃଖ ।ପେଟପାଟଣା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକଙ୍କ ଅନେକ ସମୟରେ ଫେରୁଛି ଶବ।ଘର ପରିବାର ଠାରୁ ଦୂରେଇ ଅର୍ଥ
ରୋଜଗାର କରିବାକୁ ବିଶେଷ କରି
ଗଞ୍ଜାମରୁ ଅନେକ ଲୋକ ସୁରଟ,କେରଳ,ଆନ୍ଧ୍ରପ୍ରଦେଶ, ତାମିଲନାଡୁ
ରହି ଲୁଗାକଳରେ କାମ କରୁଥିଲେ ।
ନିକଟରେ ସେମାନେ ଅଞ୍ଜନି ଜି.ଆଇ.ଡିସି ରୁ କମ୍ପାନୀରୁ କାମ ସାରି ଗୋଟିଏ ଅଟୋ ଯୋଗେ ଘରକୁ ଫେରୁଥିବା ସମୟରେ ହଠାତ ଗୋଟିଏ ଅଜଣା ଗାଡି ତାଙ୍କ ଅଟୋକୁ ଧକ୍କା ପରିବାର ଗୁଜରାଣ ମେଣ୍ଟାଇବାକୁ ଯାଇଥିବା ଆସିକା ବ୍ଳକର ୩ ଦାଦନ ଶ୍ରମିକଙ୍କ ସଡକ ଦୁର୍ଘଟଣାରେ ଜୀବନ ଚାଲିଯାଇଛି । ଗୁଜରାଟର ସୁରତ
ସହରକୁ ଶ୍ରମିକ ରୂପେ କାମ କରିବାକୁ
ଯାଇଥିବା ୩ ଜଣ ଦାଦନ ଶ୍ରମିକଙ୍କ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି। 
ପ୍ରକାଶ ଥାଉକି ସୁରତର ଅମୃତୁଳୀ
ଅଞ୍ଚଳରେ ଆସିକା ବ୍ଳକର ମଙ୍ଗଳପୁର
ଗ୍ରାମର ମିଥୁନ ଡାକୁଆ, ମାମୁଢିଅ ଗ୍ରାମର ଶରତ ନାହାକ , ରିଷିପୁର ଗ୍ରାମର ଅକ୍ଷୟ କୁମାର ସ୍ୱାଇଁ ଓ ସମୟରେ ଆଦି ବାହାର ରାଜ୍ୟକୁ ଯାଉଥିବା ସେଠାରେ କଳକାରଖାନାରେ ଦୁର୍ଘଟଣା ହେଉ କିମ୍ବା ସଡକ ଦୁର୍ଘଟଣା ଘଟଣା ଘଟି ଦେଇ ଚାଲି ଯାଇଥିଲା । ସେମାନେରାସ୍ତାରେ ସେହିଭଳି ପଡିରହିଥୁଲା ବେଳେ କିଛି ସ୍ଥାନୀୟଲୋକ
ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ଘଟଣା ସ୍ଥଳରେ ହିଁ ଶରତ, ମିଥୁନ, ଅକ୍ଷୟଙ୍କ ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଦିନେଶ ସ୍ଥାନୀୟ ଚିକିତ୍ସାଲୟରେ ଚିକିତ୍ସିତ ହୋଇଛନ୍ତି । ବାସ୍ତବରେ ପେଟ ଚାଖଣ୍ଡ ପାଇଁ ବାହାର ରାଜ୍ୟକୁ ଯାଉଥିବା ଏହି ଦାଦନ ଶ୍ରମିକଙ୍କ ଦୁଃଖ କେବେ ଦୂର ହେବ ଆଉ ଏହି ପରି
ଅନ୍ୟ ରାଜ୍ୟକୁ ମୂଲ ଲାଗିବାକୁ ଯାଉଥିବା
ଶ୍ରମିକଙ୍କ ପାଇ ନିଜ ରାଜ୍ୟରେ କାମ
ଯୋଗାଇବା ପାଇ ସରକାର କିଛି ନୂତନ
ଯାଜନା କରିବାର ଆବଶ୍ୟକତା ରହିଛି
। ପ୍ରଶାସନ ପକ୍ଷରୁ ଉକ୍ତ ପରିବାରକୁ କିଛି ସହାୟତା କରିବାକୁ ଅଞ୍ଚଳବାସୀଙ୍କ
ପକ୍ଷରୁ ଦାବି ହେଉଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe