ୱାଇସ୍ ମେନ୍ କ୍ଲବ୍ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର
ଆସିକା(ମନୋଜ କୁମାର ସାହୁ) ୭୭ତମ ସ୍ଵାଧୀନତା ଦିବସ ଅବସରରେ ୱାଇସ୍ ମେନ୍ କ୍ଲବ୍ ପକ୍ଷରୁ ସରକାରୀ ବାଳିକା ହାଇସ୍କୁଲ ପରିସରରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ନଗରପାଳିକା ବିନେତା ସ୍ଵାଇଁ ଓ ସାଂସଦଙ୍କ ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ ଉଦ୍ଘାଟନ କରି ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶିବିରରେ ଅବସରପ୍ରାପ୍ତ ଶିଶୁରୋଗ ବିଶେଷଜ୍ଞଡାକ୍ତର ଶ୍ୟାମଘନ ବିଶ୍ଵାଳ, ଭେଷଜ ବିଶେଷଜ୍ଞ
ଡା ନିହାର ରଞ୍ଜନ ସାହୁ ଓ ଡା ଆଶୁତୋଷ ପଟ୍ଟନାୟକ, ଦନ୍ତ ବିଶେଷଜ୍ଞ ଡା ମୌସୁମୀ ବିଶ୍ବାଳ ପ୍ରମୁଖ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ୱାଇସ୍ ମେନ୍ କ୍ଲବ୍ର ସଭାପତି ୱାଇସ୍ ମେନ୍ ଆର୍. କାମେଣ୍ଟର ଆଚାରୀ, ପ୍ରକଳ୍ପ ନିର୍ଦ୍ଦେଶକ ୱାଇସ୍ ମେନ୍ କେବିଭୁତି ଭୁଷଣ ସେନାପତି, ସଂପାଦକ ଟି ମୋହନରାଓ ଆଚାରୀ, ଟି ସୁନିଲ୍ କୁମାର ପାତ୍ର,
ମନମୋହନ ମୁନୀ, କେ ରବିନାରାୟଣ ଗୁପ୍ତା,ଟି ସୁରେଶ କୁମାର ପାତ୍ର, ଟି ପ୍ରଭାକର ପାତ୍ର, ଡି ଶିବଶଙ୍କର ପାତ୍ର,
ପି ରବିକୁମାର ପାତ୍ର, ପି।ଶିବପ୍ରସାଦ ରାଓ, କେ ବିଭୁତି ଭୁଷଣୀ ସେନାପତି,ପି ଚିରଞ୍ଜିବୀ ପାତ୍ର, ଟି ରାଜେଶ୍ଵର ପାତ୍ର,ମନୋରଞ୍ଜନ ଚୌଧୁରୀ, ଏ ସୀମାଞ୍ଚଳ ପାତ୍ର, ଟି ଭାସ୍କର ପାତ୍ର, ଟି ସୁଶାନ୍ତ କୁମାର ପାତ୍ର, ଜି ରୁପେଶ କୁମାର ରାଓ, ଦିଲୀପ କୁମାର ପାତ୍ର, ଭି ଆର୍ ଆର୍ ମୂର୍ତ୍ତି, ଏସ୍ ରଞ୍ଜିତ କୁମାର ପାତ୍ର, ପି ଶ୍ରୀନିବାସ ପାତ୍ର, ଇ ଦେବେନ୍ଦ୍ର କୁମାର ପାତ୍ର, ପି ଦୁର୍ଗାମାଧବ ସେନାପତି, ବି ମହେନ୍ଦ୍ର ପାତ୍ର,ଦେବାଶିଷ ପଣ୍ଡା, ସିଏଚ୍.ଚନ୍ଦ୍ରଶେଖର ପାତ୍ର, ଇ ଶ୍ରବଣ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।