ଟାଟାର Airtel ପ୍ରୀତି ବରୁଣା ଗାଁ ଭିତରେ ୧୧କେଭି ବିଦ୍ୟୁତ ଯୋଗାଣ କୁ ଗ୍ରାମବାସୀଙ୍କ ବିରୋଧ
(ରାଜକନିକା ରୁ ପ୍ରମୋଦ କୁମାର ପରିଡ଼ା ଙ୍କ ରିପୋର୍ଟ )
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣା ଗ୍ରାମ ଗାଁ ଦାଣ୍ଡଭିତରଦେଇ ଇଲେଭେନ କେଭି ବିଦ୍ୟୁତ ଯୋଗାଣ କୁ ନେଇ ବିରୋଧ କରିଛନ୍ତି ଗ୍ରାମବାସୀ ସୂଚନା ମୁତାବକ ବରୁଣା ଗ୍ରାମର ଉପର ସାହି ଠାରେ ଥିବା ଟ୍ରାସଫରମର ଠାରୁ ଗ୍ରାମର ମଧ୍ଯ ଭାଗରେ ଥିବା Airtel Tower କୁ ୧୧ କେଭି ବିଦ୍ୟୁତ ସଂଯୋଗ କରିବା ପାଇଁ ଟାଟା କମ୍ପାନୀ ଜନସାଧାରଣଙ୍କୁ ବିପଦରେ ପକାଇବାକୁ ଯେଉଁ ଦୁଃସାହସ କରିଛି ଗାଁ ଭିତରେ ୧୧ କେଭି ନେବାକୁ ଟାଟା କମ୍ପାନୀର ଓଳାଭର seactionର ଏଭଳି କାର୍ଯ୍ୟକୁ ଘୋର ବିରୋଧ କରୁଛନ୍ତି ବରୁଣା ଗ୍ରାମବାସୀ କାରଣ ସେହି ପାଖରେ ରହିଛି ଗ୍ରାମ ଦେବତୀ ମା ବଜ୍ର ମହାକାଳୀ ଙ୍କ ମନ୍ଦିର ବିଭିନ୍ନ ସମୟରେ ଲିଗି ରହିଛି ମାଆଙ୍କର ପୂଜା ପର୍ବାଣୀ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ କିଛି ଅଘଟଣ ଘଟିବାକୁ ଆଖି ଆଗରେ ରଖି ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ ଏଭଳି ବିପଦ ଥିବା କାର୍ଯ୍ୟକୁ ବନ୍ଦ କରିବାକୁ ଦାବି ନେଇ TPCODL ଓଳାଭର ସେକସନର ଜେଇ କୁ ଏକ ଅଭିଯୋଗ ପତ୍ର ଦିଆଯାଇଥିବାସୂଚନା