//BREAKING//
Loading...

ସାବଧାନ!!!ପାରାଦୀପ ସମୁଦ୍ର ରେ ଭାସୁଛି ନୀଳ ରଙ୍ଗର ତେଲିଆ ପଦାର୍ଥ

ପାରାଦୀପ ସମୁଦ୍ର ରେ ଭାସୁଛି ନୀଳ ରଙ୍ଗର ତେଲିଆ ପଦାର୍ଥ | ସ୍ତାନୀୟ ଭୋସକାଲିସ୍ ପଏଣ୍ଟ ପାଖରୁ ସମୁଦ୍ର କୂଳେ କୂଳେ ଏଭଳି ଦେଖିବାକୁ ମିଳିଛି | ଯାହାକୁ ନେଇ ପାରାଦୀପ ତୈଳ ବିଶୋଧନାଗା ରୁ କିଛି ଅପମିଶ୍ରିତ କେମିକାଲ ଅବା ତେଲ ଆସିଥିବା ସନ୍ଦେହ କରାଯାଉଛି | ଏହା ଏତେ ପ୍ରଖର ଭାବେ ବ୍ୟାପିବାରେ ଲାଗିଲାଣି ଯେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଉଠିଛନ୍ତି | ଏହି ତୈଳ ନୀଳ ରଙ୍ଗର ପଦାର୍ଥ ଦ୍ଵାରା ସମୁଦ୍ର ପାଣି ଅପ୍ରମିଶ୍ରଣ ହୋଇ ଉଠି ଥିବା ଓ ମତ୍ସ୍ୟ ସମ୍ପଦ କୁ ଘୋର କ୍ଷତି ପହଁଞ୍ଚିବ ବୋଲି କୁହାଯାଉଛି | ଅନ୍ୟପକ୍ଷରେ ଆଂଚଳିକ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷ୍ୟରୁ ପାଣି ର ନମୁନା ସଂଗ୍ରହ କରାଯାଇଥିବା ଓ ଏହାକୁ ପରୀକ୍ଷା କରାଗଲେ ପରେ ତାହା ସ୍ପଷ୍ଟ ହେବ କଣ ବୋଲି ଏହାର ମୁଖ୍ୟ ଅଧିକାରୀ ପୁଷ୍କର ବେହେରା ପ୍ରକାଶ କରିଛନ୍ତି

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe