//BREAKING//
Loading...

ଧରାକୋଟ ବନ ବିଭାଗ ସେକ୍ସନ ଅଫିସି ରେ ବାରlହ ମାଂସ ଜବତ ସହ ଜଣେ ଗିରଫ ତିନି ଫେରାର l

 



ଧରାକୋଟ(sangharsatv) ବିଟ ର ପଳଉପଲ୍ଲୀ ଗ୍ରାମ ର ଜଣକୁ ଅଟକ ରଖିବା ସହ 6 kG ମାଂସ ଓ ଛlଲ ଜବତ କରି ଥିବା ବେଳେ ତିନି ଜଣ ଖସିଯାଇ ଥିବା ସୂଚନା l ସୂଚନା ଥାଉକି 

ମାଂସ ବିକ୍ରି କରିବା ଲୋକ  ଟୁନା ନାୟକ ଙ୍କ କହିବା ଅନୁସାରେ  କେରଳ ରୁ ଆସିବା ପନ୍ଦର ଦିନ ପରେ ମାଂସ ଖାଇବା ଲାଳସା  ରଖିଥିଲେ ଏହିସମୟ ରେ ଯୋଜନା ମୁତାବକ  ପଳଉପଲ୍ଲୀ ର ପବି,ଜିତୁ ନାୟକ,  ଚାଞ୍ଚରା ପଲ୍ଲୀ ର ପ୍ରଶ୍ନଜେନା ଭଳି ପେସାଦାର ଶିକାରୀ ମାନେ କହିଥିଲେ ମାଂସ ଖାଇବା କୁ ହେଲେ ସହଯୋଗ କରିବାକୁ  l ଏଥିରେ ଏକମତ ହୋଇ  ବିଦୁତ  ସାହାଯ୍ୟ ରେ ଶିକାର କରି ଥିଲେ l ପେସାଦାର ଶିକାରୀ ମାନେ ବ୍ୟବସାୟର ଏକ ପନ୍ଥା ରୂପେ 20 ଦିନ ପୃର୍ବ ରୁ ମଧ୍ୟ ଶିକାର  କରିଥିଲେ l ଖବର ପାଇ  ଫରେଷ୍ଟର ଅକ୍ଷୟ କୁମାର ତ୍ରିପାଠୀ  ପହଞ୍ଚି ଥିଲେ କିନ୍ତୁ କୌଣସି ତଥ୍ୟ ନପାଇ ପଳାଉପଲ୍ଲୀ ର ଶିକାରୀ ଙ୍କ ଉପରେ  ନଜର ରଖି ଆଜି ଫରେଷ୍ଟ ଅକ୍ଷୟ କୁମାର ତ୍ରିପାଠୀ ଓ ବାହାରପୁର ବିଟ ଫରେଷ୍ଟ ଗାର୍ଡ ପ୍ରଦୀପକୁମାର ପରିଛା, ଧରାକୋଟ ବିଟ ରାକେଶ ପରିଡା  ୱାଚେର ଓ ସ୍କୁୱାର୍ଡ ଏକ ସଫଳତା ପାଇଛନ୍ତି l ଆଜି ଜଣକୁ ବାରହା ଶିକାର ମାଂସ 6 kG ଓ ଚମଡା ବେଗ ଜବତ ସହ ଟୁନା ନାୟକ ଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି l ଏପଟେ ଧରାକୋଟ ଫରେଷ୍ଟ କହିଛନ୍ତି ପ୍ରଥମେ ଆସିକା ବନପାଳ ଙ୍କ ମୁଖ୍ୟ ଅଫିସକୁ ନିଆଯିବl ପରେ ପ୍ରକୃତ ପ୍ରତିକ୍ରିୟା ହିଁ ଘଟଣା ସ୍ଥଳରେ କିଏ କିଏ ଉପସ୍ଥିତ ଥିଲେ ସେମାନଙ୍କ ନାମ ଏବଂ ଠିକଣା  ମିଳିଲା ପରେ ସେମାନଙ୍କୁ ମଧ୍ୟ୍ୟ ଗିରଫ କରାଯିବ ବୋଲି ତ୍ରିପାଠୀ କହିଛନ୍ତି  l ଗୋଟିଏ ପ୍ରଶ୍ନ ଉଠୁଛି ବାରମ୍ବାର ସଚେତନତା ପରେବି ଜଙ୍ଗଲ ପ୍ରାଣୀ ଅସୁରକ୍ଷିତ l ଏମିତି ଘଟଣା ଖାଲି ପଳାଉ ପଲ୍ଲୀ ନୁହେଁ ଧରାକୋଟ ବ୍ଲକ ର ଝଡ଼ବନ୍ଧ, ପଣିବନ୍ଧ, ପଳାଉପଲ୍ଲୀ, ଚଞ୍ଚରାପଲ୍ଲୀ, କେନ୍ଦୁପଲ୍ଲୀ, ବାହାରପୁରୁ, ସlବା, ଧରାକୋଟ ଭଳି ଗ୍ରାମ ମାନଙ୍କ ରେ ଶିକାରୀ ମାଂସ ବିକ୍ରି ହେଉଥିବା ଗ୍ରାମବାସୀ ଙ୍କ ମଧ୍ୟ୍ୟ ରେ ଆଲୋଚନା ହେଉଛି l କେବେ ବନବିଭାଗ ର ଆଖିଖୋଲିବ ଆଉ ଶିକାରୀ ମାନଙ୍କ କବଳ ରୁ ଜୀବଜନ୍ତୁ ସୁରକ୍ଷିତ ରହିବେ ତାହା ସମୟ କହିବl ସହ ସମ୍ପୂରକ୍ତ ପେସାଦାର ଶିକାରୀ ଙ୍କ ଉପରେ କେଉଁଭଳି ପଦେକ୍ଷେପ ନେଉଛି ତାହା ସମୟ କହିବ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe