//BREAKING//
Loading...

ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

 



ଯୋଡା,୯/୧୦(ରମେଶ ଚନ୍ଦ୍ର ମହାପାତ୍ର)କେନ୍ଦୁଝର ଜିଲ୍ଲା ଯୋଡା ଖଣି ଉପତ୍ୟକାରେ ଉପୁଜୁଥିବା ଜଳ ସଙ୍କଟ କୁ ଦୁର କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମ ବାର ଭାର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ।ଏହି ଜଳ ପ୍ରକଳ୍ପ ନିର୍ମାଣ ର ବ୍ୟୟ ଅଟକଳ ପ୍ରାୟ ୭୧ କୋଟି ଟଙ୍କା ଥିବା ବେଳେ ଏହା ଆସନ୍ତା ୩/୪ ମାସ ମଧ୍ୟରେ ସମ୍ପୂର୍ଣ କରାଯାଇ ଯୋଡା ସହର ର ବଂ।ଶପାଣି,କମାର ଯୋଡା,ମୃତେଜ୍।

ହାଟିଂ,ବନେଇ କଳା ର ମହାକୁଡ ସାହି,ବ୍ଲକ ଛକ ପ୍ରଭୃତି ଅଞ୍ଚଳ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ।ଏହି ଭାର୍ଚୁଆଲ ଉଦ୍ଘାଟନୀ ଦିବସରେ ଯୋଡା ପୌର ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ,ଉପ ନଗର ପାଳ ସନ୍ଧ୍ୟ। ପାତ୍ର  ଙ୍କ ସମେତ ବିଭିନ୍ନ ୱାର୍ଡ କାଉନସିଲର ମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe