ଖୋଦ୍ଧା ଜିଲ୍ଲା ଅନ୍ତର୍ଗତ ଖୋର୍ଦ୍ଧା ତହସିଲ ଅଧୀନରେ ଯାଉ ଥିବା କପୁର ପଂଚାୟତ ର ମଳିପଡ଼ା ମୌଜା ଅଧୀନରେ ଯାଉଥିବା ଅଳା ଟାଙ୍ଗୀ ରେ କିଭଳି ବେଆଇନ ମାଙ୍କଡା ପଥରକଟା ହେଉଛି କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହେଉଛି, ଆମର ସରକାର ଓ ଖୋର୍ଦ୍ଧା, କଲେକ୍ଟର ଓ ତସିଲଦାର ଙ୍କୁ ଏତିକି ଅନୁରୋଧ ଏହା ପ୍ରତିଧ୍ୟାନଦେଲେ ଆମ ଓଡିଶା ଆଗକୁ ବଢ଼ିପାରନ୍ତା ! ଖୋର୍ଦ୍ଧା ରୁ ସୂର୍ଯ୍ୟକାନ୍ତ ଦଳାଇ